Jump to content

ବ୍ୟୋମ ଲାସିକା

ଉଇକିଅଭିଧାନ‌ରୁ

ବ୍ୟୋମ ଲାସିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟୋମ=ଆକାଶ+ଲାସିକା=ନର୍ତ୍ତକୀ)

[ସମ୍ପାଦନା]
୧. ଶୂନ୍ୟ ନର୍ତ୍ତକୀ —୧. A dancing female who performs dances in the air.
୨. ଭରତିଆ ପକ୍ଷୀ —୨. The sky lark.

(ଉ—ବ୍ୟୋମ ଲସିକା ନର୍ତ୍ତନେ ହୋଇଅଛି ମେଳା ଭଞ୍ଜ. ବୈଦେହୀଶବିଳାସ)