Jump to content

ବ୍ୟୟିତ

ଉଇକିଅଭିଧାନ‌ରୁ

ବ୍ୟୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଇ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଖରଚ କରାଯାଇ ଥିବା —୧. Spent; expended.
୨. ଅପଚିତ —୨. Consumed,
୩. ବିଗତ —୩. Gone; past.
୪. ବିନଷ୍ଟ; କ୍ଷୟିତ —୪. Lost; decayed; destroyed; wasted.