Jump to content

ବ୍ୟୟୀ

ଉଇକିଅଭିଧାନ‌ରୁ

ବ୍ୟୟୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବ୍ୟୟ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବ୍ୟୟଶୀଳ —୧. Extravagant; spendthrift.
୨. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା—ଧନବ୍ୟୟୀ, ମିତବ୍ୟୟୀ) —୨. Spending.