Jump to content

ବୟ

ଉଇକିଅଭିଧାନ‌ରୁ

ବୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ବ୍ୟୟ)— ବଏ (ଦେଖ) - ୧. Bae (See)

(ଯଥା—ଆୟରୁ ବୟ ବଳିଲେ ପାଇଟି ଶେଷ)

୨. (ସଂସ୍କୃତ - ବୟଃ)—ବୟସ —୨. Age.

ପଞ୍ଚ ବରଷ ଜୟ ତାର ଦେଖି ଡରିବ ବନ ଘୋର ଜଗନ୍ନାଥ. ଭାଗବତ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୈ.)

[ସମ୍ପାଦନା]

ବଏ (ଦେଖ) - —Bae (See)

ସଂସ୍କୃତ - ବିଶେଷ୍ୟ -(ବେ ଧାତୁ=ବୁଣିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ତନ୍ତୁବାୟ (ହିନ୍ଦୀ - ଶ.) —୧. Weaver.
୨. ବାୟାଚଢ଼େଇ (ହିନ୍ଦୀ - ଶ.) —୨. The weaver bird.