Jump to content

ବୟଃସନ୍ଧି

ଉଇକିଅଭିଧାନ‌ରୁ

ବୟଃସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ବାଲ୍ୟ ଓ ଯୌବନର ସଂଯୋଗ ସ୍ଥଳ; ଯୌବନାରମ୍ଭ —Prime of life; transition from childhood to youth.