Jump to content

ବୟଃସ୍ଥ

ଉଇକିଅଭିଧାନ‌ରୁ

ବୟଃସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ବୟଃସ୍ଥା—ସ୍ତ୍ରୀ) 

(ବୟସ୍ଥ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ.—(ବୟଃ+ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ମଧ୍ୟ ବୟସ୍କା; ଯୁବା —୧. Youthful.
୨. ପ୍ରାପ୍ତବୟସ୍କ; ସାବାଲଗ —୨. Major; mature; middle-aged.