ବୟଃସ୍ଥା
ଦେଖଣା
ବୟଃସ୍ଥା
ଉଚ୍ଚାରଣ
[ସମ୍ପାଦନା](ବୟସ୍ଥା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଯୁବତୀ —୧. Youthful; young. (woman)
- ୨. ବିବାହର ଉପଯୁକ୍ତା — ୨. Arrived at a marriageable age.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆମଳକୀ, ବାହାଡ଼ା ଓ ହରିଡ଼ା; ତ୍ରିଫଳା — ୧. The three myrobalans.
- ୨. ଗୁଳୁଚି — ୨. A medicinal creeper.
- ୩. ସୋମଲତା — ୩. The Soma creeper.
- ୪. କାକୋଳୀ — ୪. A medicinal berry.
- ୫. ଆମ୍ୱିଳିତି ଶାଗ — ୫. A kind of potherb of acid taste.
- ୬. ଛୋଟ ଅଳେଇଚ; ଗୁଜୁରାତି (ହିନ୍ଦୀ - ଶ.) —୬. The small cardamom.
- ୭. ଶିମିଳି (ହିନ୍ଦୀ - ଶ.) — ୭. Silk cotton.
- ୮. ଯୁବତୀ ସ୍ତ୍ରୀ —୮. A young woman.