ବୟଃ ସଙ୍ଗୀ
ଦେଖଣା
ବୟଃ ସଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବୟଃ+ସଙ୍ଗୀ)—ସମବୟସ୍କ ବନ୍ଧୁ —୧. A friend of the same age.
- ୨. (ସଂସ୍କୃତ - ବୟଃ+ସଙ୍ଗିନୀ)—ସ୍ତ୍ରୀମାନଙ୍କ ସମବୟସ୍କା ସଖୀ — A woman's female companion of the same age.
ବୃଦ୍ଧ ବୟଃସଙ୍ଗୀବାର ଭାଙ୍ଗିବ ଏ ଧନୁବର ମନରେ ଏମନ୍ତ କର ତା ଜାଣି ଭାଷି ଭଞ୍ଜ—ବୈଦେହୀଶବିଳାସ