Jump to content

ବୟକଟ୍

ଉଇକିଅଭିଧାନ‌ରୁ

ବୟକଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଇଂରାଜୀ - ବଏକଟ୍)

[ସମ୍ପାଦନା]

ସାମାଜରୁ ବହିଷ୍କୃତ; ଏକଘରିଆ — Outcasted; boycottd.

ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ଅଜାତିଆ ବା ଏକଘରିଆ କରିବା — Boycotting; outcasting.