ବୟସି
ଦେଖଣା
ବୟସି
ଉଚ୍ଚାରଣ
[ସମ୍ପାଦନା](ବୟସିଆ—ଅନ୍ୟରୂପ)
(ବୟସୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବୟଃସ୍ଥ)
[ସମ୍ପାଦନା](ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ; ଯଥା—ସମବୟସି, ଅଧା ବୟସିଆ, ଷୋଳ ବୟସୀ, ପିଲା ବୟସୀଆ, ଯୁବା ବୟସୀ, ସତର ବୟସୀ) ବୟସବିଶିଷ୍ଟ; ବୟସ୍ଥ; ଯାହାକୁ ଏତେ ବୟସ ହୋଇଅଛି —Aged; having reached such an age.
ସତର ବୟସୀ ସତର ମନ, କରଇ ଯାହାକୁ ଅନୁଗମନ କବିସୂର୍ଯ୍ୟ. କବିତା