Jump to content

ବୟସୀ

ଉଇକିଅଭିଧାନ‌ରୁ

ବୟସୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବୟସିର ସ୍ତ୍ରୀ ଲିଙ୍ଗ — ୧. Feminine of Bayasi.
୨. ଯୁବତୀ —୨. Youthful (lady).

କେ ମୋତେ ଦେବ ଯାଚି ନବୀନ ବୟସୀ କୃଷ୍ଣସିଂହ ମହାଭାରତ. ବନ

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ବୟସ୍ୟା)

[ସମ୍ପାଦନା]

ସ୍ତ୍ରୀର ସମବୟସ୍କା ସଖୀ; ଏକବୟସିଆ ସଥୀ —A woman's female companion of the same age.

ପ୍ରାତେ ନବ ବୟସୀ ବୟସୀ ପାଶେ ବସି ବଶୀଭୂତ ଦର୍ଶନ ଆସେ ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ