Jump to content

ବୟସ୍କ

ଉଇକିଅଭିଧାନ‌ରୁ

ବୟସ୍କ

ଉଚ୍ଚାରଣ

[ସମ୍ପାଦନା]
(ବୟସ୍କା—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବୟଃସ୍ଥ)

[ସମ୍ପାଦନା]
୧. (ଯୁବା ବା ବୃଦ୍ଧ) ବୟସବିଶିଷ୍ଟ —୧. Having reached a certain age (e.g. young or old).
୨. ପୂର୍ଣ୍ଣଯୌବନ — ୨. Youthful; young.
୩. ବୟଃସ୍ଥ; ପ୍ରାପ୍ତବୟାଃ; ସାବାଳଗ —୩. Major; mature.
୪. ଯେ ବୟସରେ ବଡ଼ —୪. Elderly; older in age.

[ଦ୍ରଷ୍ଟବ୍ୟ —ବୟଃ ଶବ୍ଦ ଅନ୍ୟ ଶବ୍ଦ ଯୁକ୍ତ ହେଲେ ସମସ୍ତ ପଦରେ ବୟସ୍କ ଆକାର ଧାରଣ କରେ ଯଥା—ବୃଦ୍ଧବୟସ୍କ, ଅଳ୍ପ ବୟସ୍କ, ସମବୟସ୍କ; କିନ୍ତୁ ଏକୁଟିଆ ବୟସ୍କ ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣବିରୁଦ୍ଧ; ବୟଃସ୍ଥ ଶୁଦ୍ଧ ବ୍ୟବହାର ଅଟେ]