Jump to content

ବୟସ୍ୟ

ଉଇକିଅଭିଧାନ‌ରୁ

ବୟସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ବୟସ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ବୟସ୍+ତୁଲ୍ୟାର୍ଥେ. ଯ)

[ସମ୍ପାଦନା]
୧. ସଖା; ତୁଲ୍ୟ— ବୟସ ବନ୍ଧୁ; ସମବୟସ୍କ ମିତ୍ର — ୧. Friends of the same age.
୨. ସଙ୍ଗୀ; ସହଚର — ୨. Companion; comrade.