ବୟସ ମକମକେଈ
ଗର୍ବିତା (ସ୍ତ୍ରୀ); ଯୁବା ବୟସ ଓ ସୌନ୍ଦର୍ଯ୍ୟ ଜନିତ ଗର୍ବରେ ଯେଉଁ ନାରୀ ମକମକ ବା ଉତଫୁଲ୍ଲ ହେଉଥାଏ — (a woman) Who is unduly proud of her youthful charms.