ବୟାଁନବେ
[ବୟାଁ(ୟା)ଣୋ, ବୟାଁ(ୟା)ଲବେ(ବ୍ୱେ), ବୟାଁ(ୟା)ଳୋଇ, ବୟାଁ(ୟା)— ନ୍ନବେ(ବ୍ୱେ)—ଅନ୍ୟରୂପ]
୯୨: ; ଦ୍ୱ୍ୟଧିକ ନବତି —Ninetytwo.
ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ— ଭଞ୍ଜ. ବୈଦେହୀଶବିଳାସ