ବୟାଁଲ୍
[ବୟା(ୟାଁ)ଲୀ—ସ୍ତ୍ରୀ]
ଯେ ଗୁଡ଼ାଏ ବୟାନ୍ କରେ; ବାବଦୂକ; ଯେ ଗୁଡ଼ାଏ ଗପେ; ବାଚାଳ — Talkative; garrulous.