Jump to content

ବୟାଁଳୁ ଗୋଡ଼

ଉଇକିଅଭିଧାନ‌ରୁ

ବୟାଁଳୁ ଗୋଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଛୋଟ ବୟାଁଳୁ ବା ବୟାଁଳୁର କ୍ଷୁଦ୍ର ଅଂଶ; ବଣଆଳୁର ବାତରା —Small globes of wild yam.

(ଯଥା—ଏହା ଲତାର ଗଣ୍ଠିରେ ଆଳୁବାତରା ପରି ଧରେ)