Jump to content

ବୟାନ

ଉଇକିଅଭିଧାନ‌ରୁ

ବୟାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବର୍ଣ୍ଣନ; ବ୍ୟାଖ୍ୟାନ; ଫାରାସୀ - ବୟାନ୍)

[ସମ୍ପାଦନା]
୧. ବାକ୍ୟ —୧. Speech.
୨. ବିବରଣ; ବର୍ଣ୍ଣନ; ବୃତ୍ତାନ୍ତ —୨. Description; relation; narration.
୪. ବ୍ୟାଖ୍ୟାନ; ବ୍ୟାଖ୍ୟା କରିବା —୪. Explaining.

ବାବୁମାନଙ୍କ ଅଗରେ ସବୁ ହାଲ ବୟାନ କରିଯାଉ— ଫକୀରମୋହନ—ଗଳ୍ପସ୍ୱଳ୍ପ