ବୟାନବେ
ଦେଖଣା
ବୟାନବେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୟାନବେ
|
[ବୟାଁ(ୟା)ଣୋ, ବୟାଲବେ(ବ୍ୱେ), ବୟାଁ(ୟା)ଳୋଇ, ବୟାଁ(ୟା)— ନ୍ନବେ(ବ୍ୱେ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - ଓ ବିଣ—(ସଂସ୍କୃତ - ଦ୍ୱିନବତି; ପ୍ରା. ବାଣ୍ଣବଇ)
[ସମ୍ପାଦନା]୯୨: ; ଦ୍ୱ୍ୟଧିକ ନବତି —Ninetytwo.
ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ— ଭଞ୍ଜ. ବୈଦେହୀଶବିଳାସ