Jump to content

ବୟାନ କରିବା

ଉଇକିଅଭିଧାନ‌ରୁ

ବୟାନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବର୍ଣ୍ଣନା କରିବା —୧. To describe; to relate; to narrate.
୨. କଥା କହିବା —୨. To speak.
୩. ତନ୍ନ ତନ୍ନକରି ବ୍ୟାଖ୍ୟା କରିବା —୩. To expatiate upon; to explain.
୪. କିଛିଦିନ ପାଇଁ (ବର୍ଷା) ବନ୍ଦ କରିବା — ୪. To stop; to cease for a time.

(ଯଥା—ଦୁଇଦିନ ହେଲା ବର୍ଷା ବୟାନ କରିଛି)