Jump to content

ବୟାମ୍

ଉଇକିଅଭିଧାନ‌ରୁ

ବୟାମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହ୍ ଧାତୁ)

[ସମ୍ପାଦନା]

ଚିନା ମାଟିର ବଡ଼ମୁହାଁ ବୋତଲ — A wide-mouthed bottle or jar made of porcelain or china clay.

[ଦ୍ରଷ୍ଟବ୍ୟ —ଏଥିରେ ଆଚାର ଆଦି ରଖାଯାଏ]