Jump to content

ବୟାଶି

ଉଇକିଅଭିଧାନ‌ରୁ

ବୟାଶି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ)

[ସମ୍ପାଦନା]

ବୟାଅଶୀ (ଦେଖ) - — Bayā-aṡī (See)

ପୟାଶୀ ପଦେ ଛାନ୍ଦ ପ୍ରାନ୍ତ ଭଞ୍ଜ, ବୈଦେହୀଶବିଳାସ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଚାଷୀର ଖଳରୁ ମହଣ ଦରରେ ଧାନ କିମ୍ୱା ଚାଉଳ ଆଣିଲେ ଦୁଇମହଣ ସ୍ଥଳରେ ବୟାଶୀ ସେର ମିଳେ, ପ୍ରତ୍ୟେକ ମହଣରେ ମିଳିବା ଏହି ଅଧିକା ଏକସେର — The extra seer per maund given to the purchaser of two maunds purchased from the threshing floor of a husbandman.

[ଦ୍ରଷ୍ଟବ୍ୟ —ଯଥା ମହଣେ ବିରିରେ ମୋତେ ୧ ସେର ବୟାଶି ମିଳିବ]