Jump to content

ବୟୋତୀତ

ଉଇକିଅଭିଧାନ‌ରୁ

ବୟୋତୀତ

ଉଚ୍ଚାରଣ

[ସମ୍ପାଦନା]
(ବୟୋତୀତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବୟଃ+ଅତୀତ)

[ସମ୍ପାଦନା]

ବୃଦ୍ଧ —Aged; old.

[ଦ୍ରଷ୍ଟବ୍ୟ —ସଂସ୍କୃତରେ ଏ ଶବ୍ଦ ବୟୋଽତୀତ ରୂପେ ଲେଖାଯାଇ ୟୋ ଏବଂ ତୀ ମଧ୍ୟରେ ଲୁପ୍ତ ଅକାର ଚିହ୍ନିତ ହୁଏ]