ବୟୋବୃଦ୍ଧି
ଦେଖଣା
ବୟୋବୃଦ୍ଧି
ଉଚ୍ଚାରଣ
[ସମ୍ପାଦନା](ବୟୋବୃଦ୍ଧା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବୟଃ+ବୃଦ୍ଧ)
[ସମ୍ପାଦନା]- ୧. ଯେ ଆପଣାଠାରୁ ବୟସରେ ବଡ଼ —୧. Elderly; senior.
- ୨. ବୁଢ଼ା; ବୟସରେ ବୃଦ୍ଧ —୨. Aged; of an advanced age.
ବୟୋବୃଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବୟଃ+ବୃଦ୍ଧି)
[ସମ୍ପାଦନା]ବୟସର ବୃଦ୍ଧି; ବୟସର କ୍ରମେ କ୍ରମେ ବଢ଼ିବା —Increase of years; gradual advance in age.