Jump to content

ବୟ ପଥୁ

ଉଇକିଅଭିଧାନ‌ରୁ

ବୟ ପଥୁ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ବେପଥ)

[ସମ୍ପାଦନା]
୧. କମ୍ପ —୧. Trembling.
୨. ଭୟ —୨. Fear.


ଅରଜୁନ ବୋଇଲେ ମୋ ରଥେ ସାରଥ୍ୟ ଉତ୍ତର କର ଛାଡ଼ି ହୃଦରୁ ବୟ ପଥ କୃଷ୍ଣସିଂହ. ମହାଭାରତ. ବିରାଟ