ବ(ତ)ର

ଉଇକିଅଭିଧାନ‌ରୁ

ବ(ତ)ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତଳ; ପ୍ରା. ବଟ୍ଟ)[ସମ୍ପାଦନା]

ଲାବ ପକ୍ଷୀ; ପାଂଶୁ ବର୍ଣ୍ଣ ପକ୍ଷିବିଶେଷ — The grey quail.

[ଦ୍ରଷ୍ଟବ୍ୟ —ଏହା ୧/ ୧୨: ଆଙ୍ଗୁଳ ଲମ୍ୱ; ଥଣ୍ଟ ସରୁ ଓ ଛୋଟ; ପିଠିରେ ଲମ୍ୱା ଧଳା ଡ଼ୋରା ଏମାନେ ଶୀତକାଳରେ ଧାନ କିଆରିରେ ଦଳ ଦଳ ହୋଇ ପଡ଼ି ଧାନ ଖାଆନ୍ତି ଏମାନଙ୍କ ମାଂସ ସୁସ୍ୱାଦୁ ଉତ୍ତର ପଶ୍ଚିମ ଭାରତରେ ଚଢ଼େଇ—ଲଢ଼େଇ କରାଇବା ପାଇଁ ଲୋକେ ଏ ପକ୍ଷୀଙ୍କୁ ପାଳନ୍ତି]