ଭଅଁରମାରୀ

ଉଇକିଅଭିଧାନ‌ରୁ

ଭଅଁରମାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

(ସଂସ୍କୃତ - ଭ୍ରମରମାରୀ; ଅନ୍ୟ ସଂସ୍କୃତ - ନାମ; ଭ୍ରମରାରି; ଭୃଙ୍ଗମାରୀ; ଭୃଙ୍ଗାରୀ; ମାଂସପୁଷ୍ପିକା; କୁଷ୍ଠାରି; ଭ୍ରମରି; ଯଷ୍ଟିଲତା) —Bohum Upas; the upas tree; Antiaris Toxicaria.

[ଦ୍ରଷ୍ଟବ୍ୟ —ଏହା କୁଷ୍ଠ ରୋଗର ପ୍ରଧାନ ଔଷଧ ବୋଲି କଥିତ ଏହା ନିକଟକୁ ଭ୍ରମରମାନେ ଗଲେ ମରିଯାଆନ୍ତି କଥିତ ଅଛି ଯେ କେନ୍ଦୁଝରରେ ଏଥିର ଗୋଟିଏ ମାତ୍ର ଗଛ ଅଛି ଓ ଲୋକେ ସେ ଗଛର କାଠକୁ ବ୍ୟବହାର କରି କୁଷ୍ଠ ରୋଗରୁ ମୁକ୍ତ ହୁଅନ୍ତି କେହି କେହି ଏ ଗଛକୁ କୃଷ୍ଣଚମ୍ପକ ବୃକ୍ଷ ବୋଲି କହନ୍ତି]