Jump to content

ଭଇଁଷା ଅନ୍ଧାର

ଉଇକିଅଭିଧାନ‌ରୁ

ଭଇଁଷା ଅନ୍ଧାର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମହଁସନ୍ଧ୍ୟାର ପରବର୍ତ୍ତୀ ରାତ୍ରିକାଳ —Time after dusk.

[ଦ୍ରଷ୍ଟବ୍ୟ —ଏ ସମୟରେ ମଇଁଷିମାନେ ଚାରଣ ସ୍ଥାନରୁ ଫେରି— ବାରୁ ସମ୍ଭବତଃ ଏହି ନାମ କିମ୍ୱା ମଇଷିଙ୍କ ଦେହର ବର୍ଣ୍ଣ ପରି ଅନ୍ଧକାର ବୋଧ ହେବାରୁ]