ଭଉଁରିଆ ଡ଼ାକିବା

ଉଇକିଅଭିଧାନ‌ରୁ

ଭଉଁରିଆ ଡ଼ାକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଜମି ମାପ ସମୟରେ ମାପିବା ବ୍ୟକ୍ତି ଛଡ଼ା ଆଉ ଜଣେ ବ୍ୟକ୍ତି 'ଭଉଁରିଆ' ଧରି ପଢ଼ିବା (ଏହାଦ୍ୱାରା ମାପିବା ବ୍ୟକ୍ତି କେଉଁ ଆଡ଼େ କେତେଦୂର ମାପିବ ତାହା ଜାଣି ପାରି ମାପେ) —To dictate the contents of a Bhauñriā paper to the person who is engaged in measuring the land.