ଭଉଁରିଆ ମଡ଼ା ଇବା

ଉଇକିଅଭିଧାନ‌ରୁ

ଭଉଁରିଆ ମଡ଼ା ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ସାବକ ଭଉଁରିଆରେ ଲେଖାଥିବା ବିବରଣମାନଙ୍କ ସାହାଯ୍ୟରେ ସରଜମିନ୍ରେ ମାପ କରି ସାବକରେ କ୍ଷେତ୍ରମାନଙ୍କର କିପରି ଆକାର ଥିଲା ତାହା ନିରୁପଣ କରିବା [ଏତଦ୍ଦ୍ୱାରା ସାତ୍ୱକ ବନ୍ଦୋବସ୍ତ ସମୟରୁ ଆଜି ପର୍ଯ୍ୟନ୍ତ କ୍ଷେତ୍ରର କି ପରିବର୍ତ୍ତନ ଘଟିଅଛି ତାହା ଜଣା ପଡ଼େ] —To ascertain at old positions of plopts (as they existed at the time of the old settlement) on the spot woith the help of the directions contained in the old Bhauñriā papers.