ଭଏରବ

ଉଇକିଅଭିଧାନ‌ରୁ

ଭଏରବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଭୈରବ)[ସମ୍ପାଦନା]

୧. ଭୈରବ ବା ଘଣ୍ଟାକର୍ଣ୍ଣ; ଭାଦ୍ର କୃଷ୍ଣପଞ୍ଚମୀ (ରକ୍ଷା ପଞ୍ଚମୀ ବା ରେଖା ପଞ୍ଚମୀ) ଦିନ କବାଟରେ ଚିତ୍ରିତ ହୋଇ ରାତ୍ରିରେ ପୂଜା କରାଯାଉଥିବା ମହାଦେବଙ୍କ ଅନୁଚରଙ୍କ ମୂର୍ତ୍ତି — ୧. An image of an attendant of Ṡiba depicted on the door and worshipped in the night of the ୫th day of the dark fortnight of the month of Bhādra.

[ଦ୍ରଷ୍ଟବ୍ୟ —ରେଖା ପଞ୍ଚମୀ ଦିନ ଭୈରବ ବା ଘଣ୍ଟାକର୍ଣ୍ଣଙ୍କ

ଚିତ୍ର ସଙ୍ଗେ ଗଣେଷ ଓ ମହାଦେବଙ୍କ ଚିତ୍ର ମଧ୍ୟ ଦ୍ୱାରରେ ଲେଖା ହୋଇ ପୂଜା କାରଯାଏ ଭୈରବଙ୍କର ଗୋଟିଏ ଗୋଡ଼ ଥିବାର ଚିତ୍ରରେ ଲେଖଯାଏ] 

୨. ମହାଦେବଙ୍କ ମୂର୍ତ୍ତିବିଶେଷ (ଭୈରବ ଦେଖ) —୨. A particular image of Mahādeba (Bh&aline;i̱raba See)

[ଉ—ଦେବ ଭଇରବଙ୍କ ଶ୍ରେୟ ଇଚ୍ଛା କରି— କୃଷ୍ଣସିଂହ. ମହାଭାରତ. ସଭା]