ଭକ
ଦେଖଣା
ଭକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭିକନ, ଭିକା, ଭିକି, ଭିକୁ, ଭିକେଇ, ଭିକାରିଆଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିକ୍ଷ)
[ସମ୍ପାଦନା]- ୧. ଭିକ୍ଷାଦ୍ରବ୍ୟ —୧. Alms .
- ୨. ଭିକ୍ଷାବୃତ୍ତି —୨. begging; beggary.
(ଉ—ବ୍ରାହ୍ମଣକୁ ସିନାଟି ଲେଖିଅଛି ଭିଖ କୃଷ୍ଣସିଂହ. ମହାଭାରତ ବନ)
- ୩. ଭିକାରି ନାମକ ବ୍ୟକ୍ତିର ଡାକ ନାମ — ୩. A name for calling Bhikāri.