ଭକତ
ଭକତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ଭକ୍ତ)[ସମ୍ପାଦନା]
- ୧. ଭକ୍ତ —୧. Devotee; votary.
[ଉ— ହରି ଭକତ ଯେତେ ଜନ, ତାହାଙ୍କ ଯେ କର୍ଣ୍ଣ— ଭୁଷଣ ଭାଗବତ ୪ର୍ଥ. ଖଣ୍ଡ]
- ୨. ବିହାରବାସୀ ଯେସୁଆରୀ ବୈଶ୍ୟମାନଙ୍କ ବଂଶୋପାଧିବିଶେଷ (ଏମାନେ ଓଡ଼ିଶାରେ ପୁରୁଷାନୁକ୍ରମେ ବଣିକ୍ ଓ ମହାଜନରୂପେ ବସତି କରିଅଛନ୍ତି —୨. Family title of Bihari Jaawers (B&aline;i̱ṡyas) domiciled in Orissa for generations as merchants and money- lenders.
- ୩. ରାଜପୁତାନାର ଏକ ଜାତି —୩. A caste of Hindus in Rajputana.
[ଦ୍ରଷ୍ଟବ୍ୟ — ଏ ଜାତିର କନ୍ୟାମାନେ ନାଟ କରନ୍ତି ଓ ପୁରୁଷମାନେ ଉକ୍ତ ନର୍ତ୍ତକୀମାନଙ୍କ ସଙ୍ଗେ ବାଦ୍ୟ ବଜାନ୍ତି; ଏ ଜାତିର ସ୍ତ୍ରୀମାନଙ୍କୁ ହିନ୍ଦୀରେ 'ଭଗତୀନ୍' ବୋଲାଯାଏ]