ଭକୁଆ କରିବା

ଉଇକିଅଭିଧାନ‌ରୁ

ଭକୁଆ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଭକୁଆ ବନା(ନେ)ଇବା—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ବ୍ୟକ୍ତିକୁ ଠକିବା — ୧. To cheat a person
୨. କୌଣସି ବ୍ୟକ୍ତିକୁ ଓଲୁ ବୋଲି ପ୍ରତି ପନ୍ନ କରିବା —୨. To make of fool of some person.