Jump to content

ଭକ୍ତି କର

ଉଇକିଅଭିଧାନ‌ରୁ

ଭକ୍ତି କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭକ୍ତି+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଭକ୍ତିର ଉତ୍ପାଦକ; ଭକ୍ତିର ଉଦ୍ରେକକୀରୀ (ହିନ୍ଦୀ - ଶ.) —Producing devotion in the mind of a person.