ଭକ୍ତ କର

ଉଇକିଅଭିଧାନ‌ରୁ

ଭକ୍ତ କର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭକ୍ତାକାର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଭକ୍ତ= ଭାତ+କୃ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ପାଚକ; ଯେ ଭାତ ରାନ୍ଧେ —୧. A cook

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କୃତ୍ରିମ ଧୂପ —A kind of incense; fumigation.