ଭକ୍ତ ଦାସ
ଦେଖଣା
ଭକ୍ତ ଦାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭକ୍ତ= ଅନ୍ନ+ଦାସ=ଭୃତ୍ୟ
[ସମ୍ପାଦନା]- ୧. ଅନ୍ନ ଦାସ; ଯେ ମୁଠାଏ ଖାଇବାକୁ ପାଇବ ବୋଲି ଭକ୍ତି କରିଥାଏ —୧. One who becomes attached just to get his two morsels.
- ୨. ପରାନ୍ନ ପ୍ରତିପାଳିତ —୨. A today; a hanger on .
- ୩. (ବିନୟୋକ୍ତି) ଭକ୍ତର ଭକ୍ତ; ଦାସାନୁଦାସ; ଭକ୍ତାନୁଭକ୍ତ; ଅତି ବିନୀତ ଭକ୍ତ — ୩. (A term of humility) A humble devotee; a devotee of the devotes. a servent of a devotee.
[ଦ୍ରଷ୍ଟବ୍ୟ — କଥାରେ ବିନୟ ପ୍ରକାଶ ପାଇଁ ଲୋକେ କହନ୍ତି ମୁଁ ତାଙ୍କ ଭକ୍ତରୂପେ ପରି— ଗଣିତ ହେବାର ଏମନ୍ତ କି ଭକ୍ତଦାସରୂପେ ପରଗଣିତ ହେବାର ଯୋଗ୍ୟ ନୁହେଁ]