Jump to content

ଭକ୍ତ ପ୍ରାଣ

ଉଇକିଅଭିଧାନ‌ରୁ

ଭକ୍ତ ପ୍ରାଣ

ଉଚ୍ଚାରଣ

[ସମ୍ପାଦନା]
(ଭକ୍ତପ୍ରାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ବହୁବ୍ରୀହି)

[ସମ୍ପାଦନା]

ଭକ୍ତ ପ୍ରତି ଅନୁରକ୍ତ; ଭକ୍ତ ବତ୍ସଳ —Fond of one's devotees; gracious towards one's devotees.

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଭକ୍ତର ଭକ୍ତିଯୁକ୍ତପ୍ରାଣ — The heart of a devotee.