ଭକ୍ଷ୍ୟ
ଦେଖଣା
ଭକ୍ଷ୍ୟ
ଉଚ୍ଚାରଣ
[ସମ୍ପାଦନା]ବିପରୀତ—ଅଭକ୍ଷ୍ୟ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - [ଭକ୍ଷ୍ ଧାତୁ+କର୍ମ. ଯ]
[ସମ୍ପାଦନା]- ୧. ଭକ୍ଷଣୀୟ; ଖାଦ୍ୟ — ୧. Eatable.
- ୨. ଭୋଜନ କରିବାର ଉପଯୁକ୍ତ ବା ଯୋଗ୍ୟ —୨. Fit or proper to be eaten.
[ଉ—ପତିଏ ଯାହା ମୋରନ କରନ୍ତି ଭକ୍ଷ—କୃଷ୍ଣସିଂହ. ମହାଭାରତ. ବନ]
ବିଶେଷ୍ୟ -
[ସମ୍ପାଦନା]- ୧. ଖାଦ୍ୟଦ୍ରବ୍ୟ —୧. Food.
- ୨. ଅନିଷିଦ୍ଧ ଖାଦ୍ୟ —୨. Uniforbiddenn food.