ଭକ୍ଷ୍ୟଭୋ(ଜୀ)

ଉଇକିଅଭିଧାନ‌ରୁ

ଭକ୍ଷ୍ୟଭୋ(ଜୀ)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯେଉଁ ବ୍ୟକ୍ତିମାନେ କୌଣସି ବ୍ୟକ୍ତିର ଘରେ ଉତ୍ସବାଦି ସମୟରେ ନିମନ୍ତ୍ରିତ ହୋଇ ଅନ୍ନଭୋଜନ କରନ୍ତି; ଜାତି ଭାଇ —Persons who partake of cooked food at a person's house on occasions of saste-dinners.

[ଦ୍ରଷ୍ଟବ୍ୟ —ସାମାଜିକ ଭୋଜିରେ ଆପଣା ଜ୍ଞାତି କୁଟୁମ୍ୱ (kinsmen) ବନ୍ଧୁବାନ୍ଧବ (relatives)ଙ୍କ ଛଡ଼ା ଏକଜାତୀୟ ଅନ୍ୟ ଯେଉଁ ବ୍ୟକ୍ତିମାନଙ୍କୁ ଅନ୍ନବୋଜନ ନିମନ୍ତେ ଡ଼କାଯାଏ ସେମାନଙ୍କୁ ଭକ୍ଷଭୋଜୀ ବୋଲାଯାଏ]