Jump to content

ଭକ୍ଷ୍ୟ ଦ୍ରବ୍ୟ

ଉଇକିଅଭିଧାନ‌ରୁ

ଭକ୍ଷ୍ୟ ଦ୍ରବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଭକ୍ଷ୍ୟ+ଦ୍ରବ୍ୟ)

[ସମ୍ପାଦନା]
୧. ଖାଦ୍ୟଦ୍ରବ୍ୟ — ୧. Food.
୨. ଭୋଜନସାମଗ୍ରୀ — ୨. Victuals.
୩. ଭୋଜ୍ୟଦ୍ରବ୍ୟ —୩. Proper food.