Jump to content

ଭଖ

ଉଇକିଅଭିଧାନ‌ରୁ

ଭଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଭିକନ, ଭିକା, ଭିକି, ଭିକୁ, ଭିକେଇ, ଭିକାରିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିକ୍ଷ)

[ସମ୍ପାଦନା]
୧. ଭିକ୍ଷାଦ୍ରବ୍ୟ —୧. Alms .
୨. ଭିକ୍ଷାବୃତ୍ତି —୨. begging; beggary.

(ଉ—ବ୍ରାହ୍ମଣକୁ ସିନାଟି ଲେଖିଅଛି ଭିଖ କୃଷ୍ଣସିଂହ. ମହାଭାରତ ବନ)

୩. ଭିକାରି ନାମକ ବ୍ୟକ୍ତିର ଡାକ ନାମ — ୩. A name for calling Bhikāri.