ଭଗତିୟା
ଭଗତିୟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭଗତିୟା
|
ଦେଶଜ - ବିଣ—(ଅବଜ୍ଞାର୍ଥ; ବ୍ୟଙ୍ଗ୍ୟାର୍ଥ)[ସମ୍ପାଦନା]
- ୧. ଭକ୍ତ — ୧. Devoted, having devotion.
[ଯଥା—ମଧୁର ଭକତିଆ, ମୁଖ ଭଗତିଆ, ମିଛ ଭଗତିଆ]
- ୨. ଭକ୍ତିର ବାହ୍ୟ ଲକ୍ଷଣ ଓ ଭଙ୍ ପ୍ରକାଶକାରୀ କିନ୍ତୁ ହୃଦୟରେ ଭକ୍ତିବିହୀନ —୨. Showing oneself off as devoted, while actually not so.
ଦେଶଜ - ବିଶେଷ୍ୟ - (ଅବଜ୍ଞ ଓ ବ୍ୟଙ୍ଗ୍ୟାର୍ଥ)[ସମ୍ପାଦନା]
ଭକ୍ତ — Devotee.