ଭଗାରି ହସା
ଦେଖଣା
ଭଗାରି ହସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଗାରି ହସା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରତିବେଶୀମାନଙ୍କ ଉପହାସ —Ridicule of one's neighbours and kinsmen.
ଦେଶଜ - ବିଶେଷଣ -
[ସମ୍ପାଦନା]ପ୍ରତିବେଶୀମାନରର ଉପହାସାସ୍ପଦ;ଲୋକ ହସା —Becoming the butt-end of ridicule to one's neighbours and kinsmen.
[ଉ—କଲାକର୍ମଫଳେ ହେଲୁଁ ଭଗାରିହସା—ଭିକାରୀ ଗୀତଲହରୀ]