ଭଗୀରଥ

ଉଇକିଅଭିଧାନ‌ରୁ

ଭଗୀରଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସଗର ରାଜାଙ୍କ ନାତି; ଜନୈକ ସୂର୍ଯ୍ୟବଂଶୀୟ ନରପତି — Name of a king who by his penances suceeded in including the Gangers to descend to the earth from the heaven.

[ଦ୍ରଷ୍ଟବ୍ୟ —ଏ ଅଯୋଧ୍ୟାର ସୂର୍ଯ୍ୟବଂଶର ରାଜା ଦୀଲୀପଙ୍ଙ୍କ ପୁତ୍ର ଥିଲେ କୁପିଳମୁନିଙ୍କ ଶାପରୁ ସଗର ରାଜାଙ୍କ ପୁତ୍ରିମାନେ ଭସ୍ମୀଭୂତ ହୋଇ ଥିବାରୁ ଭଗୀରଥ ଗଙ୍ଗାକୁ ପୃଥିବୀକକୁ ଆଣିବା ପାଇଁ ଘୋର ତପସ୍ୟା କଲେ ଓ ତପସ୍ୟାରେ ସଫଳ ହୋଇ ଗଙ୍ଗାକୁ ପୃଥିବୀକକୁ ଆଣି ସଗରତନୟମାନଙ୍କର ଉଦ୍ଧାର ସାଧନ କଲେ ଏ ଗଙ୍ଗାକୁ ପୃଥିବୀକୁ ଆଣିଥିବାରୁ ଗଙ୍ଗାଙ୍କର ଏକନାମ ଭାଗୀରଥୀ ଅଟେ]