Jump to content

ଭଗ୍ନ ଚେଷ୍ଟ

ଉଇକିଅଭିଧାନ‌ରୁ

ଭଗ୍ନ ଚେଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ଭଗ୍ନୋଦ୍ୟମ; ଯାହାର ଚେଷ୍ଟା ବିଫଳ ହୋଇଅଛି —୧. Having
one's endeavours baffled.
(ଭଗ୍ନ ଚେଷ୍ଟା—ସ୍ତ୍ରୀ) 
୨. ଚେଷ୍ଟାରୁ ନିବୃତ୍ତ —୨. Desisting from any endeavour.