ଭଗ୍ନ ଦୂତ
ଦେଖଣା
ଭଗ୍ନ ଦୂତ
ଉଚ୍ଚାରଣ
[ସମ୍ପାଦନା]ଭଗ୍ନ ପଦାତିକ, ଭଗ୍ନ ପାଇକଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଅତିକ୍ଳାନ୍ତ ଦୂତ —୧. An over-fatigued messenger.
- ୨. ଯେଉଁ ସୈନ୍ୟ ଯୁଦ୍ଧକ୍ଷେତ୍ରରୁ ପଳାଇ ଆସି ଆପଣା ପକ୍ଷର ପରାଜୟବାର୍ତ୍ତା ଆପଣା ରାଜ୍ୟରେ ବା ରାଜାକୁ ଜଣାଏ —୨. A fugitive who carries the news of his party's, defeat to the headquarters.