ଭଙ୍ଗାଣିଆ

ଉଇକିଅଭିଧାନ‌ରୁ

ଭଙ୍ଗାଣିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ.ବଂ ଭାଗାନୀ)[ସମ୍ପାଦନା]

୧. ଟଙ୍କା ଆଦିର ଖୁଚୁରା; ଟଙ୍କା ଆଦି ବେଶି ମୂଲ୍ୟର ମୁଦ୍ରାକୁ ଅଳ୍ପ ମୂଲ୍ୟର ବହୁ ମୁଦ୍ରାରେ ପରି ବର୍ତ୍ତନ —୧. Change of currency of higher value into coins of lower value.
୨. ବେଶି ମୂଲ୍ୟର ମୁଦ୍ର ବିନିମୟରେ ପ୍ରାପ୍ତ ଅଳ୍ପ ମୂଲ୍ୟର ମୁଦ୍ରାମାନ; ଖୁଚୁରା —୨. Smaller coins received in exchenge for coins of higher value.

ଦେଶଜ - ବିଶେଷଣ -[ସମ୍ପାଦନା]

ଯାହା ଭାଙ୍ଗେ — Breaking; causing rupture.

(ଯଥା—ମନ— ଭଙ୍ଗାଣିଆ କଥା; ଘରଭଙ୍ଗାଣିଆ ଲୋକ)