ଭଙ୍ଗାଣିଆଁ
ଦେଖଣା
ଭଙ୍ଗାଣିଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭଙ୍ଗାଣିଆଁ
|
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ.ବଂ ଭାଗାନୀ)
[ସମ୍ପାଦନା]- ୧. ଟଙ୍କା ଆଦିର ଖୁଚୁରା; ଟଙ୍କା ଆଦି ବେଶି ମୂଲ୍ୟର ମୁଦ୍ରାକୁ ଅଳ୍ପ ମୂଲ୍ୟର ବହୁ ମୁଦ୍ରାରେ ପରି ବର୍ତ୍ତନ —୧. Change of currency of higher value into coins of lower value.
- ୨. ବେଶି ମୂଲ୍ୟର ମୁଦ୍ର ବିନିମୟରେ ପ୍ରାପ୍ତ ଅଳ୍ପ ମୂଲ୍ୟର ମୁଦ୍ରାମାନ; ଖୁଚୁରା —୨. Smaller coins
received in exchenge for coins of higher value.
ଦେଶଜ - ବିଶେଷଣ -
[ସମ୍ପାଦନା]ଯାହା ଭାଙ୍ଗେ — Breaking; causing rupture.
(ଯଥା—ମନ— ଭଙ୍ଗାଣିଆ କଥା; ଘରଭଙ୍ଗାଣିଆ ଲୋକ)