Jump to content

ଭଙ୍ଗା କାନ୍ଥଡ଼ା

ଉଇକିଅଭିଧାନ‌ରୁ

ଭଙ୍ଗା କାନ୍ଥଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୧. ଘରର ଭଗ୍ନାବିଶେଷ — ୧. The ruins of a house; debris.
୨. ଘରର ଚାଳ ବା ଛାତ ଭାଙ୍ଗି ପଡ଼ିବା ପରେ ଠିଆ ହୋଇଥିବା ଭଙ୍ଗା କାନ୍ଥମାନ — ୨. The broken and outstanding walls of a house of which the roof has come down.